ଗ୍ରାମ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରତିବର୍ଷ ବନ୍ୟା,ବାତ୍ୟା,ଅଗ୍ନିକାଣ୍ଡ ଓ ଖରାରୁ ଗାଁକୁ ସୁରକ୍ଷା କରିବା ପାଇଁ ଗଠିତ।
🎯ଉଦ୍ଦେଶ୍ୟ:ସଚେତନତା,ତ୍ୱରିତ ପ୍ରତିକ୍ରିୟା,ଜୀବନ-ସମ୍ପତ୍ତି ସୁରକ୍ଷା,ସରକାରୀ ସହାୟତା ସହ ସମନ୍ୱୟ।
📢“ଆସନ୍ତୁ, ସମସ୍ତେ ମିଶି ପ୍ରସ୍ତୁତି ନେବା ଓ ଗାଁକୁ ସୁରକ୍ଷିତ କରିବା।
#khurdadistrictadministration #OSDMA #VDMP #DisasterManagement #DisasterResilience #PreparedVillage #DisasterPreparedness